୨୪ ଘଣ୍ଟାରେ ଦେଶରେ ୧୦, ୪୨୩ ଜଣ କରୋନା ସଂକ୍ରମିତ: କରୋନା ଟିକା ଅଭିଯାନ ‘ହର ଘର ଦସ୍ତକ’ ଆରମ୍ଭ
ଦିଲ୍ଲୀ: ନଭେମ୍ବର ୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୪୨୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୫, ୦୨୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ…