ଦେଶରେ ବଢ଼ୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ସଂକ୍ରମିତ ସଂଖ୍ୟା ୪ ହଜାରକୁ ଛୁଇଁଲା, ୧୦ ମୃତ
ଦିଲ୍ଲୀ: ଜୁନ୍ ୦୩ : ଦେଶରେ ଧୀରେ ଧୀରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ସଂକ୍ରମିତଙ୍କ ୩ ହଜାର ଥିଲା ବେଳେ ଆଜି ତାହା ଆଉ ଏକ ହଜାରକୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ…