୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୧ଲକ୍ଷରୁ ଉର୍ଦ୍ଧ୍ୱ ଏବଂ ୧, ୦୫୯ ମୃତ
ଦିଲ୍ଲୀ: ଫେବୃଆରୀ ୦୫ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଥିଲା ବେଳେ ମୃତୁ୍ୟ ସଂଖ୍ୟା ବଢ଼ୁଛି । ଯାହା ଏକ ଚିନ୍ତାର ବିଷୟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୭…