ଦେଶରେ ଗୋଟିଏ ଦିନରେ ୨୪,୮୫୦ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ କୁ ବୃଦ୍ଧି
ଭୁବନେଶ୍ୱର: ଜୁଲାଇ ୫ : କ୍ରମାଗତ ୩ ଦିନ ଧରି, ଦେଶରେ ଦିନକୁ ୨୦,୦୦୦ ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି I ଗତ ୨୪ ଘଂଟାରେ, ୨୪ ହଜାର ୮୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏବେ ଦେଶରେ ମୋଟ କରୋନା…