ଓଡ଼ିଶା ୨୪ ଘଣ୍ଟାରେ ରାଜ୍ୟରେ ୬୪୪ କରୋନା ସଂକ୍ରମିତ ଏବଂ ୪୪୫ ସୁସ୍ଥ Sep 23, 2021 ଭୁବନେଶ୍ୱର: ସେପ୍ଟେମ୍ବର ୨୩ : ଆଜି ରାଜ୍ୟରେ ୭୨, ୧୯୩ ସ୍ୱାବ ଟେଷ୍ଟ ମଧ୍ୟରୁ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୨ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର…