ଜିଲ୍ଲା ହାତୀପଲଙ୍କ ଉତ୍ପାତ, ୫ ଏକର ମକା ଫସଲ ନଷ୍ଟ Sep 29, 2021 ନବରଙ୍ଗପୁର, ସେପ୍ଟେମ୍ବର ୨୯ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲରେ ହାତୀପଲଙ୍କ ଉତ୍ପାତ । ୫ ଏକର ମକା ଫସଲ ଖାଇଲେ ଓ ଦଳି ନଷ୍ଟ କଲେ ୧୪ ଜଣ ଥିବା ଏକ ହାତୀପଲ । ୨ଟି ଛୁଆ ହାତୀ ସହ ୧୪ଟି ହାତୀ…