ଦେଶ- ବିଦେଶ ନୂପୁର ଶର୍ମା ସାରା ଦେଶକୁ କ୍ଷମା ମାଗନ୍ତୁ: ସୁପ୍ରିମ୍ କୋର୍ଟ Jul 1, 2022 ଦିଲ୍ଲୀ: ଜୁଲାଇ ୦୧: ଆଜି ଦେଶରେ ଯେଉଁ ହିଂସାକାଣ୍ଡ ଦେଖାଯାଉଛି, ତାହାର କାରଣ ହେଉଛନ୍ତି ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମା । ସେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ଏହିସବୁ ଘଟିଛି…