ଓଡ଼ିଶା ଦଶମଶ୍ରେଣୀ ଭୂଗୋଳ ବହିର ତ୍ରୁଟି ସଂଶୋଧନ Sep 8, 2022 କୋରାପୁଟ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ବହିର ତ୍ରୁଟି ସଂଶୋଧନ ହୋଇଛି । ଭୂଗୋଳ ବହିରେ ମାଛକୁଣ୍ଡକୁ ଜଳ ବିଦ୍ୟୁତ୍ ଶକ୍ତି କେନ୍ଦ୍ର କୁ ଆନ୍ଧ୍ର ପ୍ରଦେଶରେ ଦର୍ଶାଯାଇଥିଲା। ଏନେଇ…