ଜିଲ୍ଲା ପାଣି ପାଇଁ ବ୍ୟାପୁଛି କିଡନୀରୋଗ, ଏବେ ବି ଗାଁରେ ୧୮ ପୀଡ଼ିତ Apr 26, 2022 ନର୍ଲା : ଜଳ ନେଇଛି ଜୀବନ । ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ରୁପ୍ରା ପଞ୍ଚାୟତ ଶତାଧିକ ଲୋକେ । ବିଶୁଦ୍ଧ ପାଣି ଟିକିଏ ନମିଳିବା କାରଣରୁ କିଡିନୀ ରୋଗ ପରି ମାରାତ୍ମକ ରୋଗ ସହ ଲଢ଼ୁଛନ୍ତି ଗ୍ରାମବାସୀ । ଏହି ଘଟଣା…