ଦକ୍ଷିଣ କୋରିଆର ବାୟୁସେନାର ତାଲିମ ବେଳେ ଦୁଇ ବିମାନ ପରସ୍ପର ମୁହାଁମୁହିଁ : ୩ ମୃତ ଓ ଜଣେ ଗୁରୁତର ଆହତ
ସେଓଲ୍: ଏପ୍ରିଲ୍ ୦୧: ଦକ୍ଷିଣ କୋରିଆ ବାୟୁସେନାର ଦୁଇ ବିମାନ ତାଲିମ ସମୟରେ ଆକାଶପଥରେ ପରସ୍ପର ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୩ ପାଇଲଟଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି…