ବିଶ୍ବ ନକଲି ସୂର୍ଯ୍ୟ ପରେ ଚୀନ୍ ପ୍ରସ୍ତୁତ କଲା ‘ନକଲି ଚନ୍ଦ୍ର’ Jan 22, 2022 ବିଶ୍ୱକୁ ଶାସନ କରିବା ଉଦ୍ଦେଶ୍ୟ ରଖିଥିବା ଚୀନ ନିଜର ମହତ୍ତ୍ୱାକାଂକ୍ଷା ଉପରେ ଦ୍ରୁତ ଗତିରେ କାମ କରିଚାଲିଛି । ନକଲି ସୂର୍ଯ୍ୟ ପରେ ଏବେ ଚୀନ ଏକ ନକଲି ଚନ୍ଦ୍ର ମଧ୍ୟ ତିଆରି କରିଛି । ଚୀନ ମିଡିଆ କହିବା ଅନୁଯାୟୀ-…