ଇସ୍ତଫା ଦେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ: ପାଞ୍ଚ ଦିନ ପରେ ଶପଥପାଠ ନେବେ ନୂଆ ମୁଖ୍ୟମନ୍ତ୍ରୀ
ଚଣ୍ଡୀଗଡ଼: ମାର୍ଚ୍ଚ ୧୧: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍ ସିଂହ ଚନୀ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଚନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ…