ଜୀବନଚର୍ଯ୍ୟା ଓଡ଼ିଶାର ପାରମ୍ପରିକ ମିଠା ‘ଚନ୍ଦ୍ରକାନ୍ତି’ Feb 1, 2022 ଆବଶ୍ୟକୀୟ ସାମଗ୍ରୀ: ମୁଗ, ନଡ଼ିଆ କୋରା, ଚିନି, କ୍ଷୀର, ଗୁଜରାତି, ସ୍ୱାଦ ଅନୁଯାୟୀ ଅଳ୍ପ ଲୁଣ, ରିଫାଇନ୍ ତେଲ ଏବଂ ଘିଅ ପ୍ରଣାଳୀ: ପ୍ରଥମେ ମୁଗକୁ ଭଲ ଭାବରେ ଧୋଇ ପାଣିରେ ବତୁରାଇ ଦିଅନ୍ତୁ । ପ୍ରାୟ ୪ରୁ ୫ ଘଣ୍ଟା ମୁଗ…