ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲା: ଅଭିଯୁକ୍ତଙ୍କ ସମ୍ପର୍କରେ ରହିଥିଲେ ରହସ୍ୟମୟୀ ମହିଳା
ବାଲେଶ୍ୱର: ସେପ୍ଟେମ୍ବର ୨୨ : ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲା । ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ୫ଅଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍ ମାଧ୍ୟମରେ ସଂପର୍କରେ ଥିଲେ ।…