ଓଡ଼ିଶା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା, ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା May 30, 2022 ଭୁବନେଶ୍ୱର: ମେ ୩୦: ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛିି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହାହସିତ ସେହି ୧୦ଟି ଜିଲ୍ଲାରେ…