ଜୀବନଚର୍ଯ୍ୟା ଇଂରାଜୀ ନବବର୍ଷ.. Dec 31, 2021 ଆମ ଓଡିଆଙ୍କ ପର୍ବ ନହେଲେ ମଧ୍ୟ ଆମ ପାଶ୍ଚାତ୍ୟ ସଭ୍ୟତାକୁ ବେଶ୍ ଭଲ ରୂପେ ଆପଣେଇଛେ ଆମେ। ଖାଲି ଓଡିଶାବାସୀ ନୁହେଁ ବରଂ ପାଶ୍ଚାତ୍ୟ ଦେଶର ଏହି ପର୍ବକୁ ବେଶ୍ ଧୁମଧାମରେ ପାଳନ କରାଯାଏ ଆମ ଦେଶର ପ୍ରାୟତଃ ସବୁ ରାଜ୍ୟରେ ।…