ଜିଲ୍ଲା ଭାରତରେ ୬ନମ୍ବର ସ୍ଥାନରେ ରହିଛି ଝାରସୁଗୁଡାର କ୍ୟାନସର ରୋଗୀଙ୍କ ସଂଖ୍ୟା Apr 4, 2022 ଝାରସୁଗୁଡା: ଝାରସୁଗୁଡା ଜିଲ୍ଳାରେ ଶିଳ୍ପାୟନକୁ ନେଇ ପରିବେଶ ଦୂଷିତ ହୋଇଛି । ଜିଲ୍ଲାର ବାୟୁମଣ୍ଡଳ, ମାଟି, ପାଣି ପବନ ସବୁ ଦୂଷିତ ହୋଇଛି । ଏପରି ଏକ ପରିବେଶ ସୃଷ୍ଟି ହୋଇଛି ଯାହାକି ମଣିଷ ବସବାସ କରିବାକୁ ଦୁର୍ବିସହ…