ବିଶ୍ବ କାମ୍ବୋଡିଆ : ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୦ ମୃତ ୩୦ ଆହତ Dec 29, 2022 କମ୍ବୋଡିଆ : ଏକ ହୋଟେଲ କ୍ୟାସିନୋରେ ଭୟାବହ ଅଗ୍ନିକାଣ୍ଡ I ଏଥିରେ ଜୀବନ୍ତ ଜଳିଯାଇ ୧୦ ଜଣଙ୍କ ମୃତ୍ୟୁ ହେଵା ସହିତ ୩୦ ଜଣ ଆହତ ହୋଇଛନ୍ତି I ସମାଚାର ଏଜେନ୍ସି ଏଫପି ଅନୁସାରେ ଏହି ଭୟଙ୍କର ଦୁର୍ଘଟଣା ଥାଇଲାଣ୍ଡ ସୀମାରେ ଥିବା…