ଓଡ଼ିଶା ସୋମବାର ସବୁ ଜିଲ୍ଲାକୁ ବସ୍; କଟକ-ଭୁବନେଶ୍ୱରରେ ଚାଲିବ ମୋ ବସ୍ May 24, 2020 Edited by Papu Mohanty ଭୁବନେଶ୍ୱର : ମେ ୨୪: ରାଜ୍ୟରେ ସବୁ ଜିଲ୍ଲାକୁ ଚାଲିବ ବସ୍ । ଏଣିକି ଭୁବନେଶ୍ୱର ସମେତ ବିଭିନ୍ନ ସହରକୁ ଗଡ଼ିବ ବସ୍ । କେବଳ ବସ୍ ନୁହଁ, ଅଟୋରିକ୍ସା, ଓଲା, ଉବର ଆଦି ଟାକ୍ସି ଅପରେଟର୍…