କାଲି ଠୁ ଚାଲିବ ମୋ ବସ;୭ ରୁଟ୍ରେ ବିନା ଏସି ବସ;ମାସ୍କ ପିନ୍ଧିବା ବାଧ୍ୟତାମୂଳକ
Edited by Papu Mohanty
ଭୁବନେଶ୍ୱର :ମେ ୨୫ : କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ମଙ୍ଗଳବାରଠୁ ଚାଲିବ ମୋ ବସ୍ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଏହି ସେବା ଉପଲବ୍ଧ ହେବ । ଆଗାମୀ ଦିନରେ ଅଧିକ ରୁଟ୍ରେ ଆହୁରି ବସ୍…