Browsing Tag

Buckingham Palace

ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରେ କୋହିନୂର ମୁକୁଟର ଅଧିକାରିଣୀ ହେବେ କାମିଲା

ଦିଲ୍ଲୀ:ବ୍ରିଟେନ୍‌ର ଦୀର୍ଘତମ ଶାସକ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଗୁରୁବାର ବିଳମ୍ବିତ ରାତ୍ରିରେ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତୁ୍ୟରେ ବ୍ରିଟେନ୍‌ ସମତେ ସମଗ୍ର ରାଷ୍ଟ୍ରରେ ଶୋକର ଛାୟା ଖେଳିଯାଇଛି ।…

ବ୍ରିଟେନ୍‌ ମହାରାଣୀଙ୍କ ନିଧନ, ରାଜଗାଦିରେ ବସିବେ ପ୍ରିନ୍‌ସ ଚାର୍ଲସ୍‌

ଦିଲ୍ଲୀ: ବି୍ରଟେନ୍‌ର କିମ୍ବଦନ୍ତୀ ମହାରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ୯୬ ବର୍ଷ ବୟସରେ ନିଧନ ହୋଇଛି । ଗତବର୍ଷ ଅକ୍‌ଟୋବର ମାସଠାରୁ ସେ ଅସୁସ୍ଥ ଥିଲେ ଓ ରାଜଧାନୀ ଲଣ୍ଡନ ଛାଡ଼ି ସେ…