ବ୍ରଜରାଜନଗର ଉପ ନିର୍ବାଚନରେ ଜମୁଛି ପ୍ରଚାର : ପୌରାଞ୍ଚଳ ପ୍ରଚାରରେ ମନ୍ତ୍ରୀ ଓ ବିଧାୟକ
ଝାରସୁଗୁଡ଼ା : ବ୍ରଜରାଜନଗର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ତିନି ପ୍ରମୁଖ ଦଳର ପ୍ରଚାର ସେତେେ ବଢ଼ିଚାଲିଛି । ଏବେ ସେହି ଆସନରେ କିଏ ବିଜେତା ହେବ ବୋଲି ରାଜ୍ୟବାସୀଙ୍କ ନଜର ରହିଛି । ଏହି ପରିପ୍ରେକ୍ଷୀରେ, ବିଜେଡି ଦଳ…