ସଫ୍ଟଓୟାର ଇଂଜିନିୟର ଶେ୍ୱତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା
ଭୁବନେଶ୍ୱର: ସଫ୍ଟଓୟାର ଇଂଜିନିୟର ଶେ୍ୱତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ସଙ୍ଗୀନ ହେଉଛି । ଏହି ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ନୋଟିସ ପଠାଯିବା ସହିତ ୩୦୬…