ଖେଳ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଖେଳାଳୀଙ୍କ କୃତୀତ୍ୱ Jun 8, 2022 ବୌଦ୍ଧ : ଅଲମ୍ପିକ ଦ୍ୱାରା ସ୍ୱିକୃତୀପ୍ରାପ୍ତ ୧୦ମ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଆର୍ଟ ଟେମ୍ପୁଲ ମାର୍ସଲ ଆର୍ଟ ଆସୋସିଏସନ ର ଖେଳାଳୀମାନେ କୃତୀତ୍ୱ ହାସଲ କରିଛନ୍ତି । ବରଗଡ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମଠାରେ…