Browsing Tag
Bollywood
‘ଭୋଗ୍’ କଭର ଗର୍ଲ ପ୍ରିୟଙ୍କା
ଦିଲ୍ଲୀ: ସେପ୍ଟେମ୍ବର ୧: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଗ୍ଲାମରସ୍ ଅନ୍ଦାଜ ପାଇଁ ସବୁଆଡେ ପରିଚିତ । ମିସ୍ ୱାଲïର୍ ଜିତିଥିବା ପିସି ନିଜ କ୍ୟାରିୟରରେ ଅନେକ ସଫଳତା ପାଇସାରିଛନ୍ତି । ନିଜ ପାଇଁ ବଲିଉଡ୍ ସହ…
‘କଞ୍ଚନା -୩’ ଅଭିନେତ୍ରୀ ଆଲକଜେଣ୍ଡର୍ଙ୍କ ମୃତୁ୍ୟ
ଦିଲ୍ଲୀ: ଅଗଷ୍ଟ ୨୪: ଋଷ ମଡେଲ ତଥା ଅଭିନେତ୍ରୀ ଆଲକଜେଣ୍ଡର୍ ଜାଭିଙ୍କ ପରଲୋକ ହୋଇଛି । ତାଙ୍କର ଶବ ସନ୍ଦିU ପରିସ୍ଥିତିରେ ଗୋଆର ଏକ ଆପର୍ଟମେଣ୍ଟରୁ ମିଳିଛି । ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।…
ପିଥାନି ଏବଂ ରୋଷେଇଆ ନିରଜ ସିଂ ଙ୍କୁ ପଚରାଉଚରା କରିବା ପରେ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟରେ ସିବିଆଇ ଟିମ୍
ମୁମ୍ବାଇ: ଅଗଷ୍ଟ ୨୨: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଅଭିନେତାଙ୍କ ବାନ୍ଦ୍ରା ଫ୍ଲାଟରେ ପହଞ୍ଚିଥିଲେ, ଯେଉଁଠାରେ ଜୁନ୍ ୧୪ ରେ ତାଙ୍କର ମୃତଦେହ…
ରିୟା-ମୋହନ ଉପାଖ୍ୟାନ
ଭୁବନେଶ୍ୱର: ଅଗଷ୍ଟ ୧୭
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତୁ୍ୟ ମାମଲାରେ ଆଧ୍ୟାତ୍ମିକ ଗୁରୁ ମୋହନ ସଦାଶିବ ଜୋଶିଙ୍କ ବିବୃତି ସାମ୍ନାକୁ ଆସିଛି । ସୁଶାନ୍ତ ଡିପ୍ରେସନ୍ରେ ଥିବା ୨୦୧୯ରେ ରିୟା ଚକ୍ରବର୍ତ୍ତୀ…
ସୁସ୍ଥ ହେଲେ ଅମିତାଭ ବଚ୍ଚନ
ଭୁବନେଶ୍ୱର : ଅଗଷ୍ଟ ୨: କରୋନାରୁ ସୁସ୍ଥ ହୋଇଛନ୍ତି ବିଗ୍ବି ତଥା ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ । ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଫେରିଛନ୍ତି ସେ । ‘ବିଗ୍ ବି’ଙ୍କ ପୁତ୍ର ଅଭିଷେକ ବଚ୍ଚନ ଏ ସଂପର୍କରେ ଟ୍ୱିଟ୍…
ଅଭିନେତା ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ପ୍ରଧାନ ମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଲେ
ମୁମ୍ବାଇ : ଅଗଷ୍ଟ ୦୧: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ, ପ୍ରମାଣ ସବୁକୁ ନଷ୍ଟ କରିବା ନେଇ ସମ୍ଭାବନା ଥିବାରୁ, ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ସିଂ କୀର୍ତ୍ତୀ ଶନିବାର ସକାଳେ ପ୍ରଧାନମନ୍ତ୍ରୀ…
ଅନୁପମ ଖେରଙ୍କ ପରିବାରରେ କରୋନା
ନୂଆଦିଲ୍ଲୀ : ଜୁଲାଇ ୧୨: ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍ ଷ୍ଟାରଙ୍କ ପରିବାରରେ ପସିଛି କରୋନା । ଅଭିନେତା ଅନୁପମ୍ ଖେରଙ୍କ ମାଆଙ୍କୁ କରୋନା ହୋଇଥିବା…
ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ସଞ୍ଜନା Goodbye କଲେ ମୁମ୍ବାଇ କୁ !
ମୁମ୍ବାଇ: ଜୁଲାଇ ୦୧: ଫିଲ୍ମ 'ଦିଲ ବେଚାରା' ରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଅଭିନୟ କରିଥିବା ସଞ୍ଜନା ସାଙ୍ଗଭୀ ଙ୍କୁ ମୁମ୍ବାଇ ପୋଲିସ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲା I ସେଥିପାଈଁ, ସଞ୍ଜନା ଙ୍କୁ…