ମନୋରଞ୍ଜନ ଯୋଦ୍ଧା ରାଜକୁମାରୀ ଭୂମିକାରେ ଦ୍ରଷ୍ଟି ଧାମି Jul 30, 2021 ଦିଲ୍ଲୀ: ଜୁଲାଇ ୩୦: ଏକ ଥା ରାଜା ଏକ ଥା ରାନୀ, ମଧୁବାଲା ଆଦି ଟେଲିଭିଜନ୍ ଧାରାବାହିକରେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦ୍ରଷ୍ଟି ଧାମି ପ୍ରଥମ ଥର ପାଇଁ ଫିଲ୍ମରେ ଦେଖାଦେବେ । ଫିଲ୍ମର ନାମ-…
ଓଡ଼ିଶା ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା Jul 27, 2021 ଭୁବନେଶ୍ୱର: ଜୁଲାଇ ୨୭: ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବାପରେ, ଏହି କେସ୍ରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁନ୍ଦ୍ରାଙ୍କ ପ୍ରଡସକ୍ସନ ହାଉସ୍ ଏବଂ ଫିଲ୍ମରେ କାମ କରୁଥିବା…
ମନୋରଞ୍ଜନ ଅଭିନୟ କରିବେ ଗୁରୁ ରନ୍ଧାବର Jul 26, 2021 ଭୁବନେଶ୍ୱର : ଜୁଲାଇ ୨୬: ନାଚ୍ ମେରୀ ରାନୀ, ବେବି ଗାର୍ଲ, ଲାହୋର, ପଟୋଲା ଆଦି ଲୋକପ୍ରିୟ ଗୀତ ଗାଇ ସଙ୍ଗୀତପ୍ରେମୀଙ୍କ ମନ ଜିଣିଥିବା ପଞ୍ଜାବୀ ଗାୟକ ଗୁରୁ ରନ୍ଧାବର ଏବେ ଅଭିନୟ କରିବା ପାଇଁ ମନ ବଳାଇଛନ୍ତି । ସେ ପ୍ରଥମଥର…
ମନୋରଞ୍ଜନ ଦୁଇ ଭଉଣୀ ଏକାଠି କାମ କରିବେ Jul 24, 2021 ଦିଲ୍ଲୀ: ଜୁଲାଇ ୨୪: ଅଭିନେତ୍ରୀ କରିସ୍ମା କପୁର ଓ କରୀନା କପୁର ଖାନ୍ଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଗୁଡ୍ ନୁ୍ୟଜ୍ । ଖୁବଶୀଘ୍ର ଉଭୟ ଭଉଣୀ ଫିଲ୍ମରେ ଏକାଠି ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ…
ମନୋରଞ୍ଜନ ବିଗ୍ବସ୍ ଓଟିଟି ରିଅଲିଟି ସୋ ହୋଷ୍ଟ୍ କରିବେ କରନ୍ Jul 24, 2021 ଦିଲ୍ଲୀ: ଜୁଲାଇ ୨୪: ହିନ୍ଦୀ ଟେଲିଭିଜନ୍ ଜଗତର ସବୁଠାରୁ ବଡ଼ ସୋ ବିଗ୍ବସ୍ ଏବେ ଓଟିଟି ପ୍ଲାଟ୍ଫର୍ମରେ ପ୍ରସାରିତ ହେବାକୁ ଯାଉଛି । ଏହାକୁ ନିର୍ଦ୍ଦେଶକ କରନ୍ ଜୋହର ହୋଷ୍ଟ୍ କରିବେ । ବିଗ୍ବସ୍ ଓଟିଟି ୬ ସପ୍ତାହ…
ମନୋରଞ୍ଜନ ତନ୍ଦୁର େୱବସିରିଜ ପରେ ନିଜକୁ ବଦଳାଇ ଥିଲେ Jul 22, 2021 ଦିଲ୍ଲୀ: ଜୁଲାଇ ୨୨: ୱାନ୍ ନାଇଟ୍ ଷ୍ଟାଣ୍ଡ ଫିଲ୍ମରେ ନିଜ ଅଭିନୟର ନିପୂଣତା ଦେଖାଇ ଦର୍ଶକଙ୍କ ମନ ଜିଣିପାରିଥିବା ଅଭିନେତା ତନୁଜ ଭିର୍ୱାନୀ ନିଜ ଆଗାମୀ େୱବସିରିଜ ବିଷୟରେ ନିଆରା ଖବର ଦେଇଛନ୍ତି । ସେ କହିଛନ୍ତି,…
ମନୋରଞ୍ଜନ ଦୀପିକାଙ୍କ ଅଡିଓ ଫେଷ୍ଟିଭାଲ Jul 21, 2021 ଦିଲ୍ଲୀ: ଜୁଲାଇ ୨୧: ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୋସିଆଲ ମିଡିଆ ପେଜ୍ରେ କେୟାର ପ୍ୟାକେଜ୍ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ଆପ୍ କ୍ଲବ୍ ହାଉସ୍ରେ ଏହା ଆୟୋଜିତ…
ମନୋରଞ୍ଜନ ବିଗ୍ ବିଙ୍କ କବିତା ପାଠ Jul 20, 2021 ପରଦାରେ ବିଗ୍ ବିଙ୍କ କବିତା ଆବୃତ୍ତି ଦୀର୍ଘ ୪୦ ବର୍ଷ ପରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ପରଦାରେ କବିତା ପାଠ କରୁଥିବା ନଜର ଆସିବେ । ଏହାପୂର୍ବରୁ କଭି କଭି ଏବଂ ସିଲ୍ସିଲା ପରି ଫିଲ୍ମରେ ଅମିତାଭ ବଚ୍ଚନ ନିଜ ସ୍ୱରରେ…
ମନୋରଞ୍ଜନ ଅଭିନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ଗିରଫ Jul 20, 2021 ଦିଲ୍ଲୀ: ଜୁଲାଇ ୨୦: ସୋମବାର ରାତ୍ରିରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛନ୍ତି । ସେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରି, ସେସବୁକୁ କିଛି ଆପ୍…
ମନୋରଞ୍ଜନ ନିର୍ଦ୍ଦେଶନା ଦେବେ ମନୀଷ Jul 19, 2021 ଦେଶର ପ୍ରସିଦ୍ଧ ତଥା ଲୋକପ୍ରିୟ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ଏବେ ଖୁବ୍ଶୀଘ୍ର ବଲିଉଡ୍ ଡେବୁ୍ୟ କରିବାକୁ ଯାଉଛନ୍ତି । ମନୀଷ ଅଭିନୟ ନୁହେଁ ବରଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ସେ ଏକ ମୁ୍ୟଜିକାଲ…