Browsing Tag

Bollywood News

ଆଶିକି ୩ରେ ଦୀପିକା !

ନିକଟରେ ଏକ ଆୱାର୍ଡ ଶୋ’ରେ ଦୀପିକାଙ୍କୁ କାର୍ତ୍ତିକ ଆରିୟନଙ୍କ ସହ ଦେଖିବାକୁ ମିଳିଥିଲା । ଏଥିରେ ଦୁଇଜଣଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି କେମେଷ୍ଟ୍ରି ଦେଖିବାପରେ ଦୁହିଁଙ୍କର ଅନ୍‌ସ୍କ୍ରିନ…

କ୍ରିକେଟ୍‌ ଖେଳି ଆହତ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ନିଜ ଫିଲ୍ମ ମିଷ୍ଟର ଆଣ୍ଡ ମିସେସ୍‌ ମାହୀକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ସେ ଜଣେ କ୍ରିକେଟର ଭୂମିକା ନିଭାଉଛନ୍ତି । ସେ ଏହି ଫିଲ୍ମରେ ତାଙ୍କ ଯୋଡି ରାଜକୁମାର ରାଓଙ୍କ ସହ…

ଘରେ ପଚାରି ଫିଲ୍ମ କରନ୍ତି

କରୋନା କାଳରେ ମାନ୍ଦା ପଡି ଯାଇଥିବା ଫିଲ୍ମ ଇଣ୍ଡଷ୍ଟ୍ରୀ ପୁଣି ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛି । ଲଗାତର କିଛି ଫିଲ୍ମ ରିଲିଜ୍‌ ଇଣ୍ଡଷ୍ଟ୍ରୀକୁ ମଜଭୁତ କରିଛି । ସେହିପରି ଇଣ୍ଡଷ୍ଟ୍ରୀରେ କିଛି ଆକଫରଙ୍କ ହାତରେ ମଧ୍ୟ…

ପ୍ରଥମ ଥର ହେବେ ଏକାଠି

ଦୀପିକା ଓ ହ୍ରିତିକ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଉଭୟଙ୍କ ଅଭିନୀତ ସିନେମା ଫାଇଟର ଖୁବ ଜଲଦି ପରଦାକୁ ଆସିବ । ଏହି ଖବର ଉଭୟଙ୍କ ଫ୍ୟାନଙ୍କ ଉତ୍କାଣ୍ଠା ବଢାଇ ଦେଇଛି । ସିନେମାଟିର ନିର୍ଦ୍ଦେଶନା…

ସଲମାନଙ୍କ ଟାଇଗର ୩କୁ ନେଇ ସରପ୍ରାଇଜ୍‌

ମୁମ୍ବାଇ: ଏବେ ସଲମାନ ନିଜ ଫିଲ୍ମ କିସି କା ଭାଇ କିସି କା ଜାନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ନୂଆ ପୋଷ୍ଟର ଇତି ମଧ୍ୟରେ ଜାରି ହୋଇ ସାରିଛି । ଦିୱାଲୀ ପୂର୍ବରୁ ସଲମାନ ତାଙ୍କ ଫ୍ୟାନ୍ସଙ୍କୁ ପୁଣି ଏକ ଖୁସି ଖବର…

ବଲିଉଡ୍‌ ଡାର୍କ ସାଇଡ୍‌ ବିଷୟରେ ବଖାଣିଲେ ନର୍ଗିସ୍‌

ନର୍ଗିସ୍‌ ଫଖରୀ ଇମତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ରକ୍‌ଷ୍ଟାରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ମେ ତେରା ହିରୋ, ମଦ୍ରାସ କାଫେ, ହାଉସଫୁଲ୍‌ ୩ ପରି ଫିଲ୍ମରେ ନଜର ଆସିଥିଲେ । କେବଳ ବଲିଉଡ୍‌ ନୁହେଁ ଫିଲ୍ମ ସ୍ପାଏ…

ହ୍ରିତିକଙ୍କ ଫିଟନେସ୍‌ ଉପରେ ଫିଦା ରାଧିକା

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଫିଲ୍ମ ସହିତ ନିଜ ଫିଟନେସ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ପ୍ରାୟ ସମୟରେ ସେ ନିଜ ଫିଟ୍‌ ବଡି ଭିଡିଓ କିମ୍ବା ଫଟୋ ମାଧ୍ୟମରେ ସୋସିଆଲ୍‌ ମିଡିଆରେ ଫ୍ଲଣ୍ଟ କରିଥାନ୍ତି ।…

ଭେଡିୟାର ଟିଜର ରିଲିଜ୍‌

ବରୁଣ ଧାୱନ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ରହି ଆସିଛନ୍ତି । ୧୯ ଅକେଫାବରରେ ବରୁଣ ଇଣ୍ଡଷ୍ଟ୍ରୀରେ ଏକ ଦଶକ ପୁରଣ କରିବାକୁ ଯାଉଛନ୍ତି । ଏହି ଅବସରରେ ବରୁଣ ନିଜ ପ୍ରଶଂସକଙ୍କୁ ଏକ ଭିନ୍ନ ସରପ୍ରାଇଜ୍‌ ଦେଇଛନ୍ତି । ବରୁଣ…

ରେକର୍ଡ ଭାଙ୍ଗିଲା ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର କରୋନା ସମୟରେ ଆସିଥିବା ୮ ଟି ବଡ଼ ସିନେମାର ରେକର୍ଡ ଭାଙ୍ଗି ଦେଇଛି । ବ୍ରହ୍ମାସ୍ତ୍ରର ପ୍ରଥମ ଦିନ କଲେକସନ ବେଶ୍‌ ଭଲ ରହିଛି । ଏହି ସିନେମାର…

ଫେରୁଛନ୍ତି ସୁସ୍ମିତା

ଆର୍ଯ୍ୟା ଓ ଆର୍ଯ୍ୟା ୨ ପରେ ସୁସ୍ମିତାଙ୍କ କ୍ରେଜ ପୁଣି ଫେରିଛି । ସୁସ୍ମିତାଙ୍କ ଆଗାମୀ ପ୍ରୋଜେକଫକୁ ଚାହିଁରହିଥିବା ଫ୍ୟାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ସୁସ୍ମିତା । ଆଗକୁ ସୁସ୍ମିତାଙ୍କୁ ଏକ ବାୟୋପିକରେ ଦେଖିବାକୁ ମିଳିବ…