Browsing Tag

Bollywood actress

କ୍ୟାଟ୍ରିନା ପାଇଲେ ବେଷ୍ଟ ବିଜନେସ୍‌ ୱିମେନ୍‌ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ର ଗ୍ଲାମରସ୍‌ ହିରୋଇନ କ୍ୟାଟ୍ରିନା କୈଫ୍‌ ସର୍ବଦା ନିଜର ରିୟଲ୍‌ ଏବଂ ରିଲ୍‌ ଲାଇଫ୍‌କୁ ନେଇ ଲାଇମଲାଇଟ୍‌ରେ ରହିଥାନ୍ତି । ଭିକି କୌଶଲଙ୍କୁ ବିବାହ କରିବା ନେଇ କ୍ୟାଟ୍ରିନା ପ୍ରତିଦିନ ଶିରୋନାମାରେ…

ବାଉନ୍‌ସର ଭୂମିକାରେ ତମନ୍ନା

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ଫିଲ୍ମ ‘ବାହୁବଳୀ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଇଥିଲା । ଏଥିସହ ତମନ୍ନାଙ୍କ ଅଭିନୟ ମଧ୍ୟ ବେଶ୍‌…

ପରଦାକୁ ଫେରିବେ ବ୍ଲାକ ବିୟୁଟି

ମୁମ୍ବାଇ: ବଲିଉଡ୍‌ର ବୋଲï ଅଭିନେତ୍ରୀ ବିପାଶା ବସୁ ଦୀର୍ଘ ସମୟରୁ ସିନେ ପରଦାରୁ ଦୂରରେ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଏବଂ ସର୍ବଦା ନିଜ ଫଟୋ ଅପଡେଟ୍‌ କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି ।…

ମହିଳା ପ୍ରଧାନ ଫିଲ୍ମରେ ରାଧିକା

ମୁମ୍ବାଇ: ବଲିଉଡ୍‌ ହିରୋଇନ ରାଧିକା ମଦାନଙ୍କୁ ନାରୀକୈନ୍ଦ୍ରିକ ଫିଲ୍ମରେ ନଜର ଆସିବେ । ଫିଲ୍ମର ନାମ ରହିଛି ‘ସନା’ । ଏଥିରେ ସେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ । ଏହି ଫିଲ୍ମକୁ ଜାତୀୟ ପୁରସ୍କାରପ୍ରାପ୍ତ ତଥା ନିର୍ମାତା…

ପୁଣି ବିଗ୍‌ ସ୍କ୍ରିନରେ ଶିଳ୍ପା

ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଖୁବଶୀଘ୍ର ପୁଣି ଥରେ ବିଗ୍‌ ସ୍କ୍ରିନ୍‌ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ନାମ ରହିଛି ‘ସୁଖୀ’, ଯାହା ମନୋରଞ୍ଜନ, ଲାଇଟ୍‌ ହାର୍ଟେଡ୍‌ ଏବଂ ସ୍ଲାଇସ୍‌ ଅଫ ଲାଇଫ୍‌କୁ…

ଆଇଟମ୍‌ ଗୀତରେ ନାଚକୁ ନେଇ ମୁହଁ ଖୋଲିଲେ ସୁଷ୍ମିତା

ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍‌ ନିଜ ଆକ୍‌ଟିଂ କ୍ୟାରିଅରରେ ସବୁବେଳେ କିଛି ନୂଆ ପରୀକ୍ଷଣ କରିବାକୁ ଚାହିଁଥାନ୍ତି । ସେ ମଧ୍ୟ ପରଦାରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ସୁଷ୍ମିତା ଯେତେବେଳେ ଟପ୍‌…

ଓଟିଟି ସହିତ ୪-୫ କୋଟିର ଡିଲ କଲେ ଅନୁଷ୍କା

ନୂଆଦିଲ୍ଳୀ :ଜାନୁଆରୀ ୨୭: ବଲିଉଡ ହିରୋଇନ ଅନୁଷ୍କ। ଶର୍ମ।ଙ୍କ ପ୍ରଡକ୍ସନ ହାଉସ କ୍ଲିନ୍‌ ସ୍ଲେଟ୍‌ ଫିଲ୍ମସ୍‌ କରିଛି ୪୦୫ କୋଟିର ଡିଲ। ଏହି ଡିଲ ସେ କରିଛନ୍ତି ନେଟଫ୍ଲିକ୍ସ ଓ ଆମ।ଜନ ଓଟିଟି ପ୍ଲ।ଟଫର୍ମ ସହିତ। ଏହା ବିଦେଶୀ…

ସୁକେଶ ସହ ସାମିଲ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା ଓ ଶିଳ୍ପା !

ଅନେକ ଦିନ ଧରି ବିବ।ଦରେ ଥିବ। ଠକ ସୁକେଶ ଚନ୍ଦ୍ରଶେଖରର ଗୋଟିଏ ପରେ ଗୋଟିଏ ଲିଙ୍କ୍ ସ।ମ୍ନ।କୁ ଆସିବ।ରେ ଲ।ଗିଛି । ମନି ଲଣ୍ଡରିଂ କେସ୍ରେ ବର୍ତ୍ତମ।ନ ଆଉ ଏକ ବଡ ଖୁଲ।ସ। ହୋଇଛି । ସୁକେଶ ସହ ବି ଟାଉନର ଅନେକ ସୁନ୍ଦରୀ…

ଚର୍ଚ୍ଚାରେ ଦାମି ଲେହଙ୍ଗା

ମୁମ୍ବାଇ: ଡିସେମ୍ବର ୧୧: ସାଧାରଣ ବିବାହରେ ବିଶେଷ ଚର୍ଚ୍ଚା ହୋଇଥାଏ ବିବାହର ଭୋଜି ବିଷୟରେ କିନ୍ତୁ ବଲିଉଡ ଅଭିନେତ୍ରୀଙ୍କ ବିବ।ହରେ ସବୁଠୁ ଅଧିକ ଚର୍ଚ୍ଚ। ହୋଇଥ।ଏ ସେମ।ନଙ୍କର ଲେହେଙ୍ଗ। ଏବଂ ଅଳଙ୍କ।ରର । ଅଭିନେତ୍ରୀଙ୍କ…

‘ଅତରଙ୍ଗୀ’ରେ ଉପରେ ଏବେ ଭରସା

ମୁମ୍ବାଇ: ବଲିଉଡ୍‌ ଡିଭା ସାରା ଅଲ୍ଲୀ ଖାନ ଇଣ୍ଡଷ୍ଟ୍ରୀର ଜଣେ ଏପରି ଅଭିନେତ୍ରୀ, ଯାହାଙ୍କର ଅନ୍ଦାଜ ପ୍ରଶଂସକଙ୍କ ହୃଦୟକୁ ବେଶ୍‌ ଛୁଇଁଥାଏ । ସାରା କମ୍‌ ସମୟରେ ଫିଲ୍ମ ଦୁନିଆରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…