Browsing Tag

Bollywood actress

ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା, ଝିଅ ଆହତ

ଦିଲ୍ଲୀ: କାନାଡାଠାରେ ଲୋକପ୍ରିୟ ବଲିଉଡ୍‌ ତଥା ଦକ୍ଷିଣ ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା ହୋଇଛି । ଏଥିରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ତାଙ୍କ ଝିଅ ସାଶା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ…

ବଲିଉଡ୍‌ ମୋ ଘର

ବଲିଉଡ୍‌ର ବେବି ଡଲ୍‌ ସନି ଲିଓନି ଖୁବ୍‌ ଶୀଘ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ସନି ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ ତାଙ୍କର ଏହି ଫିଲ୍ମର ଟାଇଟେଲ୍‌…

ଖୁବ୍‌ ଶୀଘ୍ର ବାହା ହେବେ ସିଦ୍ଧାର୍ଥ

କରଣ ଜୋହରଙ୍କ ଚାଟ୍‌ ଶୋ କଫି ଉଇଥ୍‌ କରଣ ସିଜନ ୭ରେ ଏକ ସଙ୍ଗେ ସାମିଲ ହୋଇଥିଲେ ସିଦ୍ଧାର୍ଥ ମାଲହୋତ୍ରା ଓ ବିକି କୌଶଳ । ଏହି ସମୟରେ ଉଭୟ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ୍‌କୁ ନେଇ ବହୁ ମଜାଦାର କଥା ଦର୍ଶକଙ୍କ ସହ ସେୟାର…

ପୁଣି ଚର୍ଚ୍ଚାରେ ଉର୍ବଶୀ-ପନ୍ତ ଯୋଡ଼ି: ‘ମେରେ ପିଛା ଛୋଡୋ ବେହେନ୍‌’ କହିଲେ ପନ୍ତ

ଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ୱିକେଟ୍‌କିପର ବ୍ୟାଟ୍‌ସମ୍ୟାନ ରିଷଭ ପନ୍ତଙ୍କ ନାମ ଯୋଡି ହୋଇଛି । ନିକଟରେ ଏକ ଇଣ୍ଟରଭୁ୍ୟରେ ଉର୍ବଶୀ ରିଷଭଙ୍କ ସହ ଏକ ସାକ୍ଷାତ ଘଟଣାକୁ ସେୟାର କରିଥିଲେ । ରିଷଭଙ୍କ…

ଲାଇମଲାଇଟ୍‌କୁ ଆସିଲେ ପ୍ରାଚୀ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ ଖୁବଶୀଘ୍ର ବଲିଉଡ୍‌ ଡେବୁ୍ୟ କରିବାକୁ ଯାଉଛନ୍ତି । ନାଗା ଚୈତନ୍ୟଙ୍କ ନାମ ସାଉଥ୍‌ର ବଡ଼ ବଡ଼ ଅଭିନେତାଙ୍କ ମଧ୍ୟରେ ନିଆଯାଇଥାଏ । ଅଭିନେତା ନାଗା ଆମିର ଖାନଙ୍କ ଫିଲ୍ମ ‘ଲାଲ୍‌…

କାନ୍‌ସରେ ମେକଅପ୍‌କୁ ନେଇ ଟ୍ରୋଲ

ଆରମ୍ଭ ହୋଇଛି ୭୫ତମ କାନ୍‌ସ ମହୋତ୍ସବ । ଚଳିତଥର ଉତ୍ସବର ଶୋଭା ବଢାଉଛନ୍ତି ଅନେକ ଭାରତୀୟ ସିନେ କଳାକାର । ଏଥିରେ ବିଭିନ୍ନ ବିଟାଉନ୍‌ ସେଲିବ୍ରେଟିଙ୍କର ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳିଛି । ସମସ୍ତ ସେଲିବ୍ରେଟି ନିଜର ଲୁକ…

ପରିବାର ସମର୍ଥନ ଦୂର କରିଥିଲା ଅବସାଦ: ସମିତା

ମୁମ୍ବାଇ: ଆଜିର ଚାପଗ୍ରସ୍ତ ପରିପୂର୍ଣ୍ଣ ଦୁନିଆରେ ଅନେକ ଲୋକ ଉଦାସୀନତାର ଶିକାର ହେଉଛନ୍ତି । ଅବସାଦ ଧନୀ କିମ୍ବା ଗରିବ ଦେଖେ ନାହିଁ । ଅନେକ ବଡ଼ ବଡ଼ ଷ୍ଟାର ମଧ୍ୟ ମାନସିକ ରୋଗରେ ପୀଡ଼ିତ ହେବାର ପ୍ରତିଦିନ ଖବର ଆସୁଛି ।…

ଭିନ୍ନ ଅନ୍ଦାଜରେ ପ୍ରଶଂସକଙ୍କ ଆଗକୁ ଆସିବେ ନୁସରତ୍‌

ମୁମ୍ବାଇ: ପରଦାରେ ନୁସରତ ଭରୁଚ୍ଚାଙ୍କ କାମ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଥାଏ । ଚରିତ୍ରର ଚୟନ କରିବାର କଳା ଏବଂ ଏହାକୁ ନିଖୁଣ ଭାବେ ପରଦାରେ ଉପସ୍ଥାପନ କରିବାର କୌଣସି ସୁଯୋଗକୁ ଅଭିନେତ୍ରୀ ନୁସରତ ହାତଛଡ଼ା କରନ୍ତି…

‘କୋର୍ଟ ରୁମ୍‌’ ଡ୍ରାମା ସିରିଜ୍‌ରେ ଶ୍ରୀୟା

ଲକଡାଉନରେ ଭାରତୀୟ ଦର୍ଶକଙ୍କର ଓଟିଟି ପ୍ରତି ଥିବା ବିଚାରଧାରାରେ ପରିବର୍ତ୍ତିନ ଆସିଛି । ବର୍ତ୍ତମାନ ଭାରତୀୟ କଣ୍ଟେଣ୍ଟ୍‌ ଓଟିଟି ଯୋଗୁଁ ପୁରା ଦୁନିଆରେ ଲୋକପ୍ରିୟ ହୋଇପାରିଛି । ଅନେକ ବଡ଼ ବଡ଼ ଷ୍ଟାର ଓଟିଟି ପଦାର୍ପଣ…

ପୁଣି ଟାଇମ୍‌ ମାଗାଜିନ୍‌ର ‘୧୦୦ ଇମ୍ପାକ୍‌ଟ ପପୁଲାର୍‌’ ତାଲିକାରେ ଦୀପିକାଙ୍କ ନାମ

ଦିଲ୍ଲୀ:ଏପ୍ରିଲ ୦୨: ନିଜର ଦମ୍‌ଦାର ଅଭିନୟ ଓ ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅଭିନୟ ଓ ପ୍ରଶଂସଙ୍କ ପାଖରେ ଲୋକପ୍ରିୟତା ଯୋଗୁଁ ସେ ବଲିଉଡ୍‌ରେ ସର୍ବାଧିକ…