ଓଡ଼ିଶା ରାଜ୍ୟ ବିଜେପି ଦଳର ୪୨ତମ ପ୍ରତିଷ୍ଠା ଦିବସ Apr 6, 2022 ଭୁବନେଶ୍ୱର: ଅପ୍ରେଲ ୦୬: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରି ବନ୍ଦେ ମାତରମ ଗାନ କରିଥିଲେ । ଏହି…