ସପା ନେତାଙ୍କ ଘରେ ଆୟକର ବିଭାଗର ରେଡ୍: ନିର୍ବାଚନ ପୂର୍ବରୁ କେନ୍ଦ୍ରସରକାର ଜାଣିଶୁଣି ଏହିପରି କରୁଛନ୍ତି ବୋଲି କହିଲେ…
ଲକ୍ଷ୍ନୌ: ଡିସେମ୍ବର ୧୮: ବିଧାନସଭା ନିର୍ବାଚନା ବୂର୍ବରୁ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ରାଜୀବ ରାୟ ଏବଂ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି ।…