ଓଡ଼ିଶା ଧାମନଗର ଉପନିର୍ବାଚନ: କଂଗ୍ରେସ ଘୋଷଣା କଲା ନିଜ ପ୍ରାର୍ଥୀ Oct 12, 2022 ଭୁବନେଶ୍ୱର: ଧାମନଗର ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଧାମନଗର ପ୍ରାର୍ଥୀ ଭାବେ ଚୟନ କରିଛି । ଏହାପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ସୂର୍ଯ୍ୟବଂଶୀ…