ମନୋରଞ୍ଜନ ଆଜମଗଡରେ ବିଜେପି ବାନା ଉଡାଇଲେ ନିରହୁଆ Jun 28, 2022 ଆଜମଗଡ଼: ଜୁନ ୨୮: ଉତ୍ତର ପ୍ରଦେଶରେ ଲୋକସଭା ଉପ ନିର୍ବାଚନରେ ବିଜେପିର ବାଜିମାତ । ଆଜମଗଡରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ । ସେ ସମାଜବାଦୀ ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ କକା ପୁଅ…