ବିଜେଡିର ନୂଆ ପଦାଧିକାରୀ ନିଯୁକ୍ତ; ୮ ବରିଷ୍ଠଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ
ଭୁବନେଶ୍ୱର : ଜୁଲାଇ ୦୧:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଆଠଜଣ ବରିଷ୍ଠ ଉପସଭାପତି ଓ ୯ଜଣ ଉପସଭାପତିଙ୍କୁ ନିଯୁକ୍ତି ମିଳିଛି । ପ୍ରଥମ ଥର ଲାଗି ନବନିଯୁକ୍ତ ୯…