ଓଡ଼ିଶା କାନ୍ଦିଲା ଜନ୍ମମାଟି : ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ Sep 20, 2022 ଧାମନଗର : ଆଉ ନାହାନ୍ତି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ I ଗତକାଲି ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲ୍ ରେ ତାଙ୍କର ପରଲୋକ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା I ଏମ୍ସରୁ ସ୍ବର୍ଗତ ବିଷ୍ଣୁ…