ଜିଲ୍ଲା ସରକାରୀ ଅଫିସ୍ କ୍ୟାମ୍ପସରେ ଜମୁଛି ମଦର ଆସର Sep 7, 2022 ସୋନପୁର : ସବ୍-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍ କ୍ୟାମ୍ପସରେ ପଡ଼ିଛି କାଠ ଟେବୁଲ । ଆଉ ତା’ ଉପରେ ସୁନ୍ଦର ଭାବରେ ଥୁଆ ଯାଇଛି ଦେଶୀ ବିଦେଶୀ ବ୍ରାଣ୍ଡର ମଦ ବୋତଲ । ସୋନପୁର ଜିଲ୍ଲା ବୀରମହାରାଜପୁରରେ ମଦ ବୋତଲ ଓ…