Browsing Tag

bike rider

ବାଇକରେ ସମ୍ପୂର୍ଣ ଭାରତ ବୁଲି ସୃଷ୍ଟି କଲେ ରେକର୍ଡ

ଭୁବନେଶ୍ୱର: ଫେବୃଆରୀ ୧୯: ଭାରତ ଭିତରେ ବାଇକରେ ୨୦,୦୦୦ କିମି ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ପୁଅ । ସେ ନାଭାଲର ଜଣେ ଅବସରପ୍ରାପ୍ତ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି ।…