ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ: ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
ଭୁବନେଶ୍ୱର: ଜୁନ୍ ୦୪: ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି । ଏହିପରିକି ଇସ୍ତଫା ନେଇ ୪ ଜଣ ମନ୍ତ୍ରୀଙ୍କୁ ଫୋନ୍ କଲ୍ ମଧ୍ୟ ଯାଇଛି ବୋଲି ସୂଚନା ମିଳିଛି ।…