ଜିଲ୍ଲା ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି Jun 11, 2022 ପୁରୀ: ଜୁନ ୧୧: ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣି ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ । ସକାଳ ଧୂପ ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରି ମହାଜନ ସେବକମାନେ ଚଳନ୍ତି…