ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ହଜାର ୨୯୪କୁ ବୃଦ୍ଧି; ଗୋଟିଏ ଦିନରେ ଚିହ୍ନଟ ହେଲେ୨୨୪୪ଜଣ
ଭୁବନେଶ୍ୱର: ଅଗଷ୍ଟ୧୭: ଓଡ଼ିଶାରେ୨୪ଘଂଟାରେ୨,୨୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୩୯୦ଜଣ ସଙ୍ଗରୋଧରେ ଥିଲେ ଏବଂ ବାକି ୮୫୪ଟି Local Contact Case I
ଖୋର୍ଦ୍ଧାରୁ ସର୍ବାଧିକ ୩୧୧ଜଣ ନୂଆ କରୋନା…