ମନୋରଞ୍ଜନ ବିଗ୍ବସ୍କୁ ଆସିବେ ଅକ୍ଷରା Aug 6, 2021 ଦିଲ୍ଲୀ: ଅଗଷ୍ଟ ୬: ପୁଣିଥରେ ପରଦାକୁ ଆସିବ ବିଗ୍ବସ୍ । ଚଳିତଥର ବିଗ୍ବସ୍କୁ ଓଟିଟିରେ ରିଲିଜ୍ କରିବାକୁ ଆୟୋଜକ ଯୋଜନା କରିଛନ୍ତି । ଟିଭିର କିଛି ସମୟ ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରାଯିବ । ତେବେ ଏଥରର…