ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ୍ର ସହଯୋଗୀମାନଙ୍କ ଉପରେ ଏନ୍ଆଇଏ ଚଢ଼ାଉ
ମୁମ୍ବାଇ: ମେ ୦୯: ଆଜି ସମଗ୍ର ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ପଳାତକ ଗ୍ୟାଙ୍ଗ୍ଷଫର ଦାଉଦ୍ ଇବ୍ରାହିମ୍ର ସହଯୋଗୀମାନଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି । ସୂଚନା…