Browsing Tag

Bhawanipatna headline

କଲମପୁର ବ୍ଲକରେ ବଢୁଛି ଝାଡା ବାନ୍ତି: ୧୧ ଆକ୍ରାନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଭାଲୁବୁଟ୍ରା ଗ୍ରାମରେ ଝାଡା ବାନ୍ତିର ପ୍ରକୋପ ଦେଖା ଦେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ଲୋକ ଆକ୍ରାନ୍ତ ମାନଙ୍କୁ କଲମପୁର ଗୋଷ୍ଠୀ ସ୍‌୍ୱାସ୍ଥ୍ୟ…

ନକଲି ମାଲିକ ଦର୍ଶାଇ ଜମି ବିକ୍ରି ଅଭିଯୋଗରେ ୫ ଗିରଫ, ଜଣେ ଫେରାର

ଭବାନୀପାଟଣା : ଭବାନୀପାଟଣା ତହସିଲ ଅଧିନ ଡକାବାହାଲି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଜମିକୁ ୨ ଜଣ ଜମି ମାଫିଆ ଜାଲିଆତି ନକଲି ମାଲିକ ଦେଖାଇ ଓ ଜମି ଜାଲିଆତି କରି ବିକ୍ରି କରିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଭବାନୀପାଟଣା…

ସିଜର ଲିଷ୍ଟକୁ କେନ୍ଦ୍ର କରି ଆର୍‌ଟିଓ ଏବଂ ଏମ୍‌ଭିଆଇଙ୍କ ବିରୁଦ୍ଧରେ ମାମଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚ ସମୟରେ ଜବତ କରାଯାଉଥିବା ବାଇକର ଜବତ ତାଲିକା ଦେଇନଥିବାରୁ ଭବାନୀପାଟଣା ଏସ୍‌ଡିଜିଏମ୍‌ କୋର୍ଟରେ କଳାହାଣ୍ଡି…

ପ୍ରଧାନମନ୍ତ୍ରୀଙ୍କ ପି.ଏମ କେୟାର ଫର୍‌ ଚିଲ୍‌ଡ୍ରେନ୍‌ ଯୋଜନା

ଭବାନୀପାଟଣା: ସ୍ଥାନୀୟ ଏନ୍‌ଆଇସି ଭିଡିଓ କନଫରେନ୍ସ ହଲରେ ସକାଳ ୧୦.୩୦ ମି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ସମବେଦନା ଜଣାଇବା ସହ ବୃତ୍ତି ଅର୍ଥ ରାଶି…

ବଂଶଧାରା ନଦୀରେ ଆନ୍ଧ୍ର କରୁଛି ବ୍ୟାରେଜ

ଭବାନୀପାଟଣା: ମେ ୩୧: ଛତିଶଗଡ଼ ମହାନଦୀ ଜଳ ଉପରେ ବ୍ୟାରେଜ କରିବା ନେଇ ମାମଲା କୋର୍ଟରେ ଥିବା ବେଳ ସମାନ ପରିସ୍ଥିତି ଆନ୍ଧ୍ରପ୍ରଦେଶ ପଟୁ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ସୀମାରେ ଥିବା ଅଞ୍ଚଳ କେବଳ ନାଗାବଳୀରେ ନୁହେଁ,…

ଭବାନୀପାଟଣାରେ ‘ଓପିଏସ୍‌ସି’ ପରୀକ୍ଷା କେନ୍ଦ୍ର ହେବ

ଭବାନୀପାଟଣା : ଭବାନୀପାଟଣାରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ପାଇଁ ଏକ ପରୀକ୍ଷା କେନ୍ଦ୍ର କରିବାକୁ ‘ଅଲ୍‌ ଓଡିଶା ସିଡୁ୍ୟଲ କାଷ୍ଟ ଫେଡେରେସନ’ କଳାହାଣ୍ଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି…

ହାତୀ ଉପଦ୍ରବ, ୭ପରିବାର ଘର ଭାଙ୍ଗିଲେ ଓ ଖାଦ୍ୟ ନଷ୍ଟ କଲେ

ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ୍‌ ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମ ପଞ୍ଚାୟତର କଲେରକୁଚା (ମୂଷୀଗୁଡା) ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି । ଦିନ ହେଉ ଅବା ରାତି…

ଦିନ ବେଳା ଭାରୀଯାନ ଚଳାଚଳକୁ ନେଇ ଭବାନୀପାଟଣା ସହରରେ ବିରୋଧ

ଭବାନୀପାଟଣା : ସହରରେ ଦିନବେଳା ଭାରୀଯାନ ଚଳାଚଳ ନିଷେଧ ଥିବା ସତ୍ତେ୍ୱ ଭାରୀ ଟ୍ରକ୍‌ ଚାଲୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ବ୍ୟସ୍ତବହୁଳ ଭବନୀପାଟଣା ସହରର ରାସ୍ତାରେ ଦୁର୍ଘଟଣା ଘଟୁଛି । ଏମିତି…