Browsing Tag

Bharatiya Janata Party

ମନ୍ଦିର ଭଙ୍ଗା ଘଟଣାରେ ‘ଆକ୍ରୋଶ ରାଲି’ କଲେ ବିଜେପି ଓ ହିନ୍ଦୁ ପରିଷଦ

ଅଲୱାର୍‌: ଏପ୍ରିଲ ୨୭: ରାଜଗଡ଼ରେ ଜବରଦଖଲ ନିରୋଧୀ ଅଭିଯାନ ସମୟରେ ୩ଟି ପୁରୁଣା ମନ୍ଦିର ଓ ଦୋକାନ ଭଙ୍ଗା ବିରୋଧରେ ଆଜି ଭାରିତୀୟ ଜନତା ଦଳ ବା ବିଜେପି ଏବଂ ହିନ୍ଦୁ ପରିଷଦ ସହିତ ଅନ୍ୟ ହିନ୍ଦୁ ସଙ୍ଗଠନମାନେ ମିଳିତ ଭାବେ…

ଉତ୍ତରପ୍ରଦେଶରେ ବିଜେପିର ସ୍ଥିର ସରକାର

ନୂଆଦିଲ୍ଲୀ : ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ । ୨୦୧୭ ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ…

ବିଜେପିରେ ମିଶିଲେ ଦି ଗ୍ରେଟ ଖଲି

ନୂଆଦିଲ୍ଲୀ:ଫେବୃଆରୀ ୧୦: ଡବ୍ଲìଡବ୍ଲìଇ ଫାଇଟର ଦି ଗ୍ରେଟ୍ ଖଲି ଆଜି ଭ।ରତୀୟ ଜନତ। ପ।ର୍ଟିରେ ଯୋଗ ଦେଇଛନ୍ତି। ଆଗକୁ ରହିଛି ପଞ୍ଜାବ ନିର୍ବାଚନ । ଫେବୃଆରୀ ୨୦ ରେ ପଞ୍ଜ।ବ ମତଦ।ନ ଯିବ ଏବଂ ମ।ର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ।…

ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାବିଶଙ୍କ ପତ୍ନୀଙ୍କ ଫଟୋ ସେୟାର କଲେ ନବାବ: ଫଡନାବିଶ କହିଲେ- ଦୀପାବଳି ପରେ ବୋମା ଫୁଟାଇବି

ମହାରାଷ୍ଟ୍ର: ନଭେମ୍ବର ୦୧: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି । ବର୍ତ୍ତମାନର ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଏଥିପାଇଁ ବହୁ…

ସନ୍ଧ୍ୟା ୫ ଟା ପରେ ମହିଳାମାନେ ଥାନାକୁ ଯିବା ନିରାପଦ ନୁହେଁ : ବିଜେପି ନେତ୍ରୀ

ବାରଣାସି: ଅକ୍‌ଟୋବର ୨୩: ଆଗକୁ ଆସୁଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଦଳ ଲୋକଙ୍କୁ ଅକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ବିଜେପି ନେତ୍ରୀ ବେବି ରାଣୀ ମୋର୍ଯ୍ୟ ଅଜବ ବୟାନ ଦେଇ…