ଦେଶ- ବିଦେଶ ବିଶ୍ୱର୨ୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ Sep 16, 2022 ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ହେଲେ ଦୁନିଆର ଦ୍ଵିତୀୟ ଧନୀ ବ୍ୟକ୍ତି I ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ I ଗୋଟିଏ ମାସ ଭିତରେ ଆଦାନୀ ଆଉ ଏକ…