ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ୬ଟି ଏନଡ଼ିଆରଏଫ ଟିମ ମୁତୟନ
ଭୁବନେଶ୍ୱର,ସେପ୍ଟେମ୍ବର ୧୬ : ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳର୍ବତ୍ତୀ ଜିଲ୍ଲା ଗୁଡିକୁ ଏନଡ଼ିଆରଏଫ ଟିମର ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୬ ଟିମ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ…