ମୋଦିଙ୍କ ବିରୋଧୀ ବିବିସି ଡକ୍ୟୁମେଂଟାରୀ, ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୨୦୦୨ରେ ଘଟିଥିବା ଗୁଜୁରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରଣାଳୟ…