Browsing Tag

Bargarh headline

ହାତ ଛାଡ଼ି ପଦ୍ମ ଧରିଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ

ବରଗଡ଼: ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ଯୋଗ ଦେଲେ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର…

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଠିଆ ହୋଇଥିବା ୧୩ ଜଣ ପ୍ରାର୍ଥୀଙ୍କର ଆଜି ନାମାଙ୍କନ ଯାଞ୍ଚ ହେବ । କେତେ ଜଣଙ୍କ ପ୍ରାର୍ଥିପତ୍ର ବୌଧ ଓ କେତେ ଜଣଙ୍କର ନାମ ହଟାଯିବ , ସେ ନେଇ ଆଜି ଯାଞ୍ଚ କରାଯିବ । ଯାଞ୍ଚ ପରେ ମଇଦାନରେ…

ପୋଲିସ ପକ୍ଷରୁ ଘୁଡଘୁଡୁ ଖେଳ ଉପରେ ଚଢ଼ାଉ , ୬ ଗିରଫ

ବରଗଡ/ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁଜାପାଲି ଗ୍ରାମରେ ଘୁଡଘୁଡୁ ପଟି ଖେଳ ଉପରେ ଚଢ଼ାଉ କରାଯାଇ ୬ଜଣକୁ ଗିରଫ କରାଯାଇଛି । ଏହା ସହିତ ଖେଳସାମଗ୍ରୀ,ନଗଦ ୩୬,୭୧୦ ଟଙ୍କା, ୭ ମୋବାଇଲ, ୪ ବାଇକ୍‌ ଜବତ…

ସୁନ୍ଦରଗଡ଼ରେ ବଢ଼ୁଛି ବାଳ ଅପରାଧୀ: ୫ବର୍ଷରେ ୧,୮୮୭ ଚିହ୍ନଟ

ସୁନ୍ଦରଗଡ଼ : ବିଭିନ୍ନ କାରଣରୁ ବାଟବଣା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁବିଧ ଶିଶୁ ଯୋଜନା । ଠିକ୍‌ ଭାବେ କାର୍ଯ୍ୟକାରି ନ ହେବା, ଇଣ୍ଟରନେଟ୍‌ ଦୁରୁପଯୋଗ, ପାରିବାରିକ ସଚେତନତା ଓ ଦାୟିିତ୍ୱହୀନତା ଆଦି ଅଭାବରୁ…

ପାଣିରେ ବୁଡ଼ି ଚାଲିଗଲା ବରଗଡ଼ର ଇସ୍ରୋ ବୈଜ୍ଞାନିକଙ୍କ ଜୀବନ

ବରଗଡ଼ : କମ୍‌ ବୟସରୁ ଇସ୍ରୋ(ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ର ବୈଜ୍ଞାନିକ ହେବାର ସୌଭାଗ୍ୟ ପାଇଥିଲେ ବରଗଡ଼ ଜିଲ୍ଲାର ନିହାର ରଞ୍ଜନ ପ୍ରଧାନ । ତାଙ୍କର ଏହି କୃତିତ୍ୱରେ ସାରା ଓଡ଼ିଶାବାସୀ ବର୍ଗିତ…

ବରଗଡ଼-ଝାରସୁଗୁଡ଼ା ସେତୁ ସମେତ ୩ ପ୍ରକଳ୍ପ ପାଇଁ ୩୬୮ କୋଟି

ଝାରସୁଗୁଡ଼ା/ବରଗଡ଼ : ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ସିଧାସଳଖ ସଡ଼କପଥରେ ଯୋଡ଼ିବା ପାଇଁ ହୀରାକୁଦ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ ହେବ । ଏହା ସହିତ ବରଗଡ଼ ଜିଲ୍ଲାର ଆଉ ଦୁଇଟି ରାସ୍ତା ପ୍ରକଳ୍ପ ପାଇଁ କେନ୍ଦ୍ର ସଡକ ଓ ରାଜପଥ…

ୟୁକ୍ରେନରୁ ସୁରକ୍ଷିତ ଫେରିଲେ ବରଗଡର ଛାତ୍ର ଛାତ୍ରୀ

ବରଗଡ : ୟୁକ୍ରେନର ଖାର୍କିବ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ନିଜ ଜନ୍ମମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା ବିମାନ…