ବିହାର : ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ପାଞ୍ଚ କୋଟି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଜବତ
ବିହାର :ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ରେଡ I ଭିଜିଲାନ୍ସ ରେଡ ବେଳେ ଯନ୍ତ୍ରୀ ଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା । ବିହାରର କିଶନଗଂଜ ଗ୍ରାମ୍ୟ…