Browsing Tag

Assembly

ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଖନନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି

ଭୁବନେଶ୍ବର: ଅପ୍ରେଲ ୨୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଖନନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତାଙ୍କ କହିବା ଅନୁଯାଇ, ବୈଠକ ଡାକିବା ପାଇଁ କୌଣସି…

ଶୂନ୍ୟକାଳରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ମାର୍ଚ୍ଚ ୩୦: ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାଵ ଗ୍ରହଣ କରାଯାଇ ନଥିବାରୁ ସରକାରଙ୍କୁ ଭତ୍ସନା କଲେ ବିରୋଧୀ…

ଦରଦ।ମ ଓ ବେକ।ରୀ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି

ଭୁବନେଶ୍ୱର: ଡିସେମ୍ବର ୦୯: ବ।ଇକ୍ ର।ଲି କରୁଛି ବିଜେଡି । ଦରଦ।ମ ଏବଂ ବେକ।ରୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି । ଦଳର ଯୁବ, ଛ।ତ୍ର, ମହିଳ। ଶ।ଖ। ପକ୍ଷରୁ ଏକ ବିଶ।ଳ ଶୋଭ।ଯ।ତ୍ର।ର ଆୟୋଜନ…

ବିଧ।ୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ୱାଇଁ

ଭୁବନେଶ୍ୱର: ଡିସେମ୍ବର ୦୮: ର।ଜ୍ୟରେ ମ।ପ ଓ ଓଜନରେ କେତୋଟି ଠକେଇ ଧର।ପଡିଥିବ। ଖବର ଦୁଇ ବର୍ଷ ଭିତରେ ହୋଇଛି ସେନେଇ ପ୍ରଶ୍ନ କରିଥିଲେ ବ।ଲିଗୁଡ। ବିଧ।ୟକ ଚକ୍ରମଣି କହଁର । ପନିପରିବ।ରେ ଭେଜ।ଲ, ପେଟ୍ରୋଲ ଟ।ଙ୍କିରେ ଠକେଇ,…

ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଡିସେମ୍ବର ୦୭: ଲୋକସଭାରେ ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେମାନଙ୍କ ପରିବାର ପାଇଁ କ୍ଷତିପୂରଣର ଦାବି କରିଛନ୍ତି ସେ। କୃଷି ନିୟମ ବିରୋଧରେ ଆନ୍ଦୋଳନ ସମୟରେ ପ୍ର।ୟ ୭୦୦…

ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି ସ।ଂସଦ ଶଶୀ ଥରୁର

ନୂଆଦିଲ୍ଲୀ: ଡିସେମ୍ବର ୦୬: ଶଶୀ ଥରୁର ସଂସଦ ଟିଭି ଟକ୍ ସୋ ର ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି । ନିଲମ୍ବିତ ହୋଇ ଶିବସେନ। ସ।ଂସଦ ପ୍ରିୟଙ୍କ। ଚତୁର୍ବେଦୀ ‘ସଂସଦ ଟିଭିଦ‘ମେରି କହ।ନୀଦର ଉପସ୍ଥ।ପିକ। ପଦରୁ ଇସ୍ତଫ। ଦେବ।…

କରୋନା ପଜେଟିଭ ଚିହ୍ନଟ: ସଟଡାଉନ ଘୋଷଣା ହେଲା ବିଧାନସଭା

ଭୁବନେଶ୍ୱର : ଜୁଲାଇ ୧୧: ବିଧାନସଭାରେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜେଟିଭ ଚିହ୍ନଟ ହେବା ପରେ ବିଧାନସଭାକୁ ଶୁକ୍ରବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ…